STORYMIRROR

ଶ୍ରୀ ବେରଙ୍ଗୀ ସର୍ତ୍ତ ହୀନ ନିଷ୍ପ୍ରଭ ଅପୂଜା ମୂର୍ତ୍ତି ଜପ ହୀନ ଭକ୍ତି ହୀନ ଗନ୍ଧ ହୀନ ସଳିତା ଭାବ ହୀନ ମନ୍ତ୍ର ହୀନ ହୃଦୟର ଗଭୀରତା ହୀନ ଶବ୍ଦ ହୀନ ଆଶ୍ରୟ ପୂଜିବି ସଂସାର ବକ୍ଷ କ୍ରିୟା ହୀନ କ୍ଷେତ୍ର

Oriya ଶ୍ରୀ ହୀନ Poems